ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ବୈଜ୍ଞାନିକ ଅନୁସନ୍ଧାନ ରେ

ବୃତ୍ତି

ପରିବେଶ ବିଜ୍ଞାନୀ


ପରିବେଶ ବିଜ୍ଞାନୀ

NCS CODE: 2133.0100 | SC020

ପରିବେଶ ବିଜ୍ଞାନୀମାନେ ଉଦ୍ଭିଦ, ଜୀବଜନ୍ତୁ ଏବଂ ସେମାନଙ୍କ ପରିବେଶ ମଧ୍ୟରେ  ଥିବା ପାରସ୍ପରିକ ସମ୍ପର୍କ ବିଷୟରେ ଗବେଷଣା କରନ୍ତି । ସାଧାରଣତଃ ପରିବେଶ ବିଜ୍ଞାନୀମାନେ ସାମୁଦ୍ରିକ କିମ୍ବା ଉପକୂଳବର୍ତ୍ତୀ ଅଞ୍ଚଳ ଭଳି ଭିନ୍ନ ଭିନ୍ନ ପରିବେଶର ବିଶେଷଜ୍ଞ ଅଟନ୍ତି। ସେଠାରେ ଥିବା ନିର୍ଦ୍ଦିଷ୍ଟ ପ୍ରଜାତିର ପ୍ରାଣୀ କିମ୍ବା ଉଦ୍ଭିଦ ଉପରେ ଗବେଷଣା କରନ୍ତି ।

ଆବଶ୍ୟକ ଦକ୍ଷତା :
  • ମାନସିକ ଚାପ ନିୟନ୍ତ୍ରଣ
  • ସମୟାନୁବର୍ତ୍ତିତା
  • ଯୋଗାଯୋଗ ଦକ୍ଷତା
  • ସମସ୍ୟା ର ସମାଧାନ
  • ବିବରଣୀ ପ୍ରତି ଧ୍ୟାନ
  • ଉତ୍ତମ ନିଷ୍ପତ୍ତି ନେବା
  • ସମାଲୋଚନାତ୍ମକ ଚିନ୍ତାଧାରା
ସଫଳତାର କାହାଣୀ

କାର୍ତ୍ତିକ ଶଙ୍କର

କାର୍ତ୍ତିକ ଶଙ୍କର ଜଣେ ପରିବେଶ ବିଜ୍ଞାନୀ ଏବଂ ବାଙ୍ଗାଲୋରସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ପ୍ରଫେସର୍ । ସେ "ସୁପ୍ ଟୁ ସୁପରଷ୍ଟାର୍ " ପୁସ୍ତକ ରଚନା କରିଛନ୍ତି ଯେଉଁଥିରେ ଭାରତୀୟ ଉପକୂଳରେ ସାମୁଦ୍ରିକ କଇଁଛ ସଂରକ୍ଷଣର କାହାଣୀ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି । ସେ ମାଡ୍ରାସ ଖ୍ରୀଷ୍ଟିଆନ୍ କଲେଜ୍ ଏବଂ ମାଡ୍ରାସ୍ ବିଶ୍ୱବିଦ୍ୟାଳୟରୁ ପ୍ରାଣୀବିଜ୍ଞାନରେ ଯଥାକ୍ରମେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଛୋଟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଉପରେ ଆଇଆଇଏସ୍ ସିରେ ପିଏଚ୍ ଡି ଶେଷ କରିଥିଲେ ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ